ଦେବଗଡ: ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ସର୍କିଟ ହାଉସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର
Debagarh, Debagarh (Deogarh) | Aug 27, 2025
ଦେବଗଡ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ରାତି ପ୍ରାୟ ୮ ଟାରେ ଦେବଗଡ ଜିଲ୍ଲା ଯୁବ ଏକତା ମଂଚର ବହୁ...