ନବରଙ୍ଗପୁର ପୋଲିସ ଷ୍ଟେସନ: ଜଟିଆଗୁଡା ରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଏବଂ ପୂର୍ବତନ ସାଂସଦ
ଜଟିଆଗୁଡା ରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଏବଂ ପୂର୍ବତନ ସାଂସଦ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ତାରାଗାଁ ପଞ୍ଚାୟତ ଜଟିଆଗୁଡାର ୨୦୧୯ ମସିହା ଡାବୁଗାଁ ବିଧାନସଭା ର ଭାଜପା ର ବିଧାୟକ ପ୍ରାର୍ଥୀ ଶ୍ରୀ ପଦ୍ମନ ନାୟକ ଙ୍କ ପିତା ଙ୍କ ଆଜି ଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ଏବଂ ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ଉଭୟ ଯୋଗଦେଈ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସଂତପ ପରିବାର ବର୍ଗଙ୍କୁ ସମବେଦନା ଜଣେଇଥିଲେ, ଏହି ଅବସର ରେ ବହୁ ସଂଖ୍ୟକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ