ସାଇବର ସୁରକ୍ଷା ସଚେତନତା ଯାତ୍ରା ଲୋକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ, ଆଜି ଅପରାହ୍ନ ୩ଟା ସମୟ ରେ ବିଶ୍ୱନାଥପୁର ଥାନା ଅଧୀନ ବେଙ୍ଗାଓନ ହାଇସ୍କୁଲ ଓ ଗୋପବନ୍ଧୁ ହାଇସ୍କୁଲରେ ସାଇବର ସୁରକ୍ଷା ରଥ ପରିକ୍ରମା କରିଥିଲା। ଏହି ଅବସରରେ ଲୋକମାନଙ୍କୁ ଅନଲାଇନ ଠକେଇ, ଭୁଲ ଲିଙ୍କ ଓ ଫେକ୍ କଲ୍ରୁ ସଚେତନ ହେବା ପାଇଁ ସଚେତନତା କରା ଯାଇ ଥିଲା । ପୋଲିସ ଅଧିକାରୀମାନେ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ।