ବୌଦ୍ଧ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଣ୍ଟାମାଳବ୍ଲକ ନିର୍ମାଣ ଶ୍ରମିକଙ୍କ ବିବାହ ଓ ମୃତ୍ୟୁ ସାହାୟତା ରାଶିର ବର୍ଷବର୍ଷ ବିଳମ୍ୱ ହେବାନେଇ ଜିଲ୍ଲପାଳ@
ଆଜି ଅପରାହ୍ନ ପାଖାପାଖି ୫ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଣ୍ଟାମାଳ ବ୍ଲକର ବିଭିନ୍ନ ଗ୍ରାମ ନିର୍ମାଣ ଶ୍ରମିକ ମାନେ ବର୍ଷ ବର୍ଷ ଧରି ବିବାହ ଓ ମୃତ୍ୟୁ କାଳିନ ସାହାୟତା ରାଶି ପାଇବାରୁ ବଞ୍ଚିତ ରହିବାରୁ ଜିଲ୍ଲପାଳଙ୍କୁ ଅଭିଯୋଗ କରି ଛନ୍ତି l ମିଳିଥିବା ସୂଚନା ଅନୁସାରେ କଣ୍ଟାମାଳ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ନିର୍ମାଣ ଶ୍ରମିକ ଦୁଇବର୍ଷରୁ ଅଧୀକ ସମୟ ହେବ ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ l