ଉମରକୋଟ: ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଫୁଟ୍ ପେଟ୍ରୋଲିଙ୍ଗ
Date-04.12.2025 Place-Umerkote PCCF ( Principal of Chief Conservative of Police )ଙ୍କ ନିର୍ଦେଷାନୁଯାୟୀ DFO ଶୁଭେନ୍ଦୁ ପ୍ରସାଦ ବେହେରା ଙ୍କ ତତ୍ୱାବଧାନ ରେ ଜଙ୍ଗଲ ର ସୁରକ୍ଷା ତଥା ଜୀବଜନ୍ତୁ ମାନଙ୍କ ର ସୁରକ୍ଷା କୁ ଦୃଷ୍ଟି ରେ ରଖି ଜଙ୍ଗଲ ବିଭାଗ ର କର୍ମଚାରୀ ମାନଙ୍କ ଦ୍ୱାରା ଫୁଟ ପେଟ୍ରୋଲିଙ୍ଗ କାର୍ଯ୍ୟକ୍ରମ ପ୍ରତିଦିନ ହେଉଅଛି। ସ୍କ୍ୱାଡ଼ , ପାରା ଗାର୍ଡ, ରେଞ୍ଜର ଆଦି ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଫୁଟ ପେଟ୍ରୋଲିଙ୍ଗ ରେ ନିୟୋଜିତ ହେଇଥାନ୍ତି । ଏହା ଦ୍ୱାରା ଜଙ୍ଗଲ କୁ ସୁରକ୍ଷା ଦେବା ସହିତ, ବନ୍ୟ ଜୀବଜନ୍ତୁ ଙ୍କୁ ମଧ୍ୟ ସୁରକ୍ଷା ଦିଆଯାଉଛି। ଏବଂ ଜଙ୍ଗଲ ରେ