ଜିଲ୍ଲା ଶୀତ ର ଲହରି ଜାରି ରହିଛି l ଅସହ୍ୟ ଶୀତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହେଉପଡିଛି l ସପଟେ ନିଆଁ ଲଗାଇ ଅଂଚଳବାସୀ ମଜା ନେଉଥିବା ର ଦେଖିବାକୁ ମିଳୁଛି l ସେପଟେ ଶୀତ ବସ୍ତ୍ର ପିନ୍ଧି ଅଂଚଳ ବାସୀ ଘରୁ ବାହାରକୁ ଯିବାର ମଧ୍ୟ ଦେଖିବାକୁ ମିଳୁଛି l ବୁଧବାର ତାପମାତ୍ରା 10 ରହିବ ବୋଲି ମଙ୍ଗଳବାର ଅପରାହ୍ନ 5ଟାରେ ପାଣିପାଗ ବିଜ୍ଞାନ କେନ୍ଦ୍ର ରୁ ସୂଚନା ମିଳିଛି l