ଝାରସୁଗୁଡା ଜିଲ୍ଲା ବନ୍ଧବାହାଲରେ ଧନୁଯାତ୍ରାରେ କଳାକାର ଙ୍କ ସାଙ୍ଗରେ ନାଚିଲେ ରାଜସ୍ୱ ମନ୍ତ୍ରୀ ଏବଂ ବରଗଡ ସାଂସଦ l ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବନ୍ଧବାହାଲ ରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବରେ ଆଜି ଯୋଗ ଦେଇ କଳାକାର ମାନଙ୍କ ସହ ବାଦ୍ୟ ଏବଂ ଗୀତ ର ତାଳେ ତାଳେ ନୃତ୍ୟ କରିଛନ୍ତି l ଉଭୟ ଙ୍କ ନୃତ୍ୟ ଆଜି ରାତି ୯ ଟା ରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ମଧ୍ୟ ହୋଇଛି l