ଧନୁପାଲି ସ୍ଥିତ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରୀୟ ଉଦ୍ୟାନ କୃଷି ବିଭାଗ ତରଫରୁ ସହରାଞ୍ଚଳରେ ସଫଳ ଛାତ ବଗିଚା ପ୍ରସ୍ତୁତି ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ମହାପାତ୍ରଙ୍କ ସଭାପତିତ୍ୱରେ କେନ୍ଦ୍ରୀୟ ଉଦ୍ୟାନ କୃଷି ବିଭାଗର ନିଦେ୍ର୍ଦଶକ ଡ. ପି ଶ୍ରୀନିବାସ, ସହରାଞ୍ଚଳ ପରିବେଶରେ ଛାତ ବଗିଚା ପ୍ରସ୍ତୁତିରେ ଅନନ୍ୟ ସୂତ୍ର ଉଦ୍ୟାନିକରଣ ତଥା ପୌଷ୍ଟିକ ଖାଦ୍ୟ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ବରିଷ୍ଠ ନାଗରିକ ରାଜେନ୍ଦ୍ର ପଣ୍ଡା, ପ୍ରଦୀପ ପଣ୍ଡା ଓ ଧନୁପାଲି ଅଞ୍ଚଳର ବରିଷ୍ଠ ନାଗରିକ ତଥା ବିଦ୍ୟ