ନୂଆପଡା: ସିନାପାଲି ବ୍ଲକ ଜୋଗୀମୁଣ୍ଡା ର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣ ରେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଆଜି ଅପରାହ୍ନ ତିନିଟା ସମୟରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଜୋଗିମୁଣ୍ଡା ଗ୍ରାମର ସୁରେଶ ମାଝୀ ନିଜ କ୍ଷେତ କୁ ଯାଇଥିଲା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା ସେଥିରେ ସେ ଗୁରୁତର ଆହତ ହୋଇଥିଲେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।