Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ବଲାଙ୍ଗୀର: ସବ୍-କଲେକ୍ଟରଙ୍କ ଡାହିମାଲ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ, ସେବା ସମୀକ୍ଷା ଓ କର୍ମୀଙ୍କୁ ସମ୍ମାନପତ୍ର ପ୍ରଦାନ

Balangir, Balangir | Dec 1, 2025
ବଲାଙ୍ଗୀର ସବ୍-କଲେକ୍ଟର ଆଜି ଗୁଡ଼ଭେଲା ବ୍ଲକର ଦାହିମାଲ ଆଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ସେଠାରେ ଚାଲୁଥିବା ସେବାସମୂହର ଅବସ୍ଥା ଅବଲୋକନ କଲେ। ସେ ବିଭିନ୍ନ ଲାଭାନ୍ବିତମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଓ ଆବଶ୍ୟକତା ବିଷୟରେ ଅନୁଧ୍ୟାନ କଲେ।ଏହି ଅବସରରେ ଆଙ୍ଗନୱାଡି କର୍ମୀଙ୍କ ଉତ୍କୃଷ୍ଟ କମିଟମେଣ୍ଟ ଓ ନିଷ୍ଠାପୂର୍ଣ୍ଣ ସେବା ପ୍ରତି ସବ୍-କଲେକ୍ଟର ମହୋଦୟ ତାଙ୍କୁ ଏକ ସମ୍ମାନପତ୍ର ପ୍ରଦାନ କରି ସମ୍ମାନିତ କଲେ।