ବସ ଷ୍ଟାଣ୍ଡରେ ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ଅର୍ଣ୍ଣ ପ୍ରସାଦ ବଣ୍ଟନ ସହ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ବସ ଷ୍ଟାଣ୍ଡ ପରିସରରେ 4 ହଜାର ରୁ ଉର୍ଦ୍ଧ ଲୋକଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରାଯାଇଥିଲା ପରେ, ସମସ୍ତ ସଦସ୍ୟ ମିଶି ଜାନକୀ ନଗର ବସ୍ତି ଏବଂ ଲେପ୍ରସି କଲୋନୀ ଅଞ୍ଚଳର ଲୋକଙ୍କ ସହ ଅସହାୟ ଲୋକଙ୍କୁ ବସ୍ତ୍ର ଏବଂ କମ୍ବଳ ବଣ୍ଟନ କରିଥିଲେ