ବୌଦ୍ଧ ସଦର: ଆସନ୍ତା କାଲି ବୌଦ୍ଧ ସହରର ବାପୁଜୀ ନଗର ସହିତ ଏହାର ଆଖପାଖ ଅଞ୍ଚଳରେ ସକାଳ ୬. ୩୦ରୁ ସକାଳ ୧୦ ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ
ଆଜି ସନ୍ଧ୍ୟା ୭.୩୦ସମୟରେ, ବୌଦ୍ଧ ସହର ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆସନ୍ତା କାଲି ବୌଦ୍ଧ ସହରରେ ଥିବା ବିଦୂତ ଉପକରଣ ମରାମରି ଓ ରାକ୍ଷଣବିକ୍ଷଣ ଥିବା କାରଣରୁ l ଆସନ୍ତା କାଲି ବାପୁଜୀ ନଗର, ଲିପ୍ସା ଛକ, ବୁଟୁପାଲି, ମାଉଲସିଂହା, ରାଜନପଲ୍ଲୀ ଅଂଚଳରେ ସକାଳ ୬. ୩୦ ଘଟିକାରୁ ସକlଳ ୧୦ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ।