ଆଜି ରାତି ଆଠଟା ବେଳେ ଛେଳିଆପଡା ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ମାଘ ମେଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି। କମିଟିର ନିଷ୍ପତି କ୍ରମେ ଆସନ୍ତା ଜାନୁଆରୀ ମାସ ୧୪ ତାରିଖ କଳସ ଯାତ୍ରା ଓ ଜାନୁଆରୀ ୧୫ ତାରିଖରେ ମେଳା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି। ଏହି ବୈଠକରେ ବାବୁଲି ପ୍ରଧାନ, ପରକ୍ଷିତ ରଥ, ପ୍ରଫୁଲ ପ୍ରଧାନ, ଯୋଗେଶ୍ୱର ପ୍ରଧାନ, ପରେଶ ପ୍ରଧାନ, ଅସିତ ସାହୁ,ଜଗା ସାହୁ, ଜିତୁ ପ୍ରଧାନ, ସଞ୍ଜୟ ପ୍ରଧାନ, କୁନା ପ୍ରଧାନ, ଦୁଷ୍ମନ୍ତ ପ୍ରଧାନ, କୁନା ସାହୁ, ରିଣ୍ଟୁ ସାହୁ, ରିତୁ ପ୍ରଧାନ, ବବୁଜି ସାହୁ, ସୁଶାନ୍ତ ରାଉଳ, ତ୍ରିନାଥ ମୁଦୁଲି, ଲିପ