ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବ୍ରାଉନସୁଗର ମାଫିଆ କୁ 20ବର୍ଷ ସଜା, ଭୁବନେଶ୍ଵର କୋର୍ଟ ରେ ପ୍ରତିକ୍ରିୟା ରଖିଲେ ସରକାରୀ ଓକିଲ ରଶ୍ମି ରଞ୍ଜନ ବର୍ମା
Bhubaneswar M Corp, Khordha | Sep 11, 2025
ବ୍ରାଉନ ସୁଗାର ମାଫିଆକୁ 20 ବର୍ଷ ସଜ୍ଜା। ଅଟୋ ଗ୍ୟାରେଜରୁ ନିଶା ମାଫିଆ ବନିଥିଲା ଚିତ୍ତରଞ୍ଜନ ସାହୁ ଓରଫ ମଧୁ। 20 ବର୍ଷ ସଜ୍ଜା ସହ ୧ ଲକ୍ଷ...