ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳଭଣ୍ଡାରରେ 2ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି
ହୀରାକୁଦ ର ଦୁଇଟି ଗେଟ ଖୋଲା ରହିଛି l ବର୍ତ୍ତମାନ 2ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି l ରାତି 9 ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 629.27ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ଜଲଭଣ୍ଡାର କୁ 93 ହାଜ଼ାର 373 କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ସତସଠି ହଜାର 9ସହ ଅନଶଠି କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ନେଇ ଜଲଭଣ୍ଡାର କତୃପକ୍ଷ ସୂଚନା ଦେଇଛନ୍ତି l