ଓରିଏଣ୍ଟ: ବାଦିମାଲ ରେ ସାନ ଭାଇ କୁ ଛୁରୀ ରେ ଆକ୍ରମଣ କରି ବଡ଼ ଭାଇ ଗିରଫ
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲ ରେ ସାନ ଭାଇ କୁ ଛୁରୀ ରେ ଆକ୍ରମଣ କରି ବଡ଼ ଭାଇ ଗିରଫ l ଗିରଫ ଅଭିଯୁକ୍ତ ଜଣକ ବିଭୀଷଣ କିସାନ ବୋଲି ରେଙ୍ଗାଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାୟୀ ବାଦୀମାଲ ର ବାବୁଲାଲ କିସାନ ଙ୍କୁ ତାଙ୍କ ବଡ଼ ଭାଇ ଭିବିଷଣ କିସାନ ଛୁରୀ ରେ ଆକ୍ରମଣ କରି ଲହୁ ଲୁହାଣ କରିଥିବାନେଇ ବାବୁଲାଲ ଙ୍କ ପୁଅ ବିବେକ ରେଙ୍ଗାଲି ଥାନା ରେ ଅଭିଯୋଗ କରିଥିଲେ l