କୋମନା: ନୂଆପଡ଼ା ଜିଲ୍ଲା ନାୟକପଡ଼ା ଗ୍ରାମର ଜଣେ ବୃଦ୍ଧଙ୍କୁ ୭୨ ବର୍ଷ ହେଲାଣି କିନ୍ତୁ ମିଳୁନି ଭତା, ଗ୍ରାମ ପରିସରରେ ରଖିଲେ ପ୍ରତିକ୍ରିୟା
Komna, Nuapada | Apr 18, 2025 ବୃଦ୍ଧ ଙ୍କୁ ମିଳୁନି ଭତା। ସୂଚନା ମୁତାବକ ନୂଆପଡ଼ା ଜିଲ୍ଲା ନାୟକପଡ଼ା ଗ୍ରାମର ଜଣେ ବୃଦ୍ଧଙ୍କୁ ୭୨ ବର୍ଷ ହେଲାଣି କିନ୍ତୁ ମିଳୁନି ଭତା,ତେବେ ଏ ନେଇ ଗ୍ରାମ ପରିସରରେ ଶୁକ୍ରବାର ଅପରାହ୍ନ ତିନି ଘଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି।