ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଅଶୋକା ଟକିଜ଼ ରୋଡ଼ ରେ ଥିବା ପାୱାର ଟେକ ସୋଲାର ଏନଏର୍ଜି କୁ ଉଦଘାଟନ କଲେ ବିଧାୟକ
ମହାନଗର ନିଗମ ଅନ୍ତର୍ଗତ ଅଶୋକା ଟକିଜ଼ ରୋଡ଼ ରେ ଥିବା ପାୱାର ଟେକ ସୋଲାର ଏନଏର୍ଜି କୁ ଉଦଘାଟନ କଲେ ବିଧାୟକ l ଆଜି ରାତି ପ୍ରାୟ 7ଟାରେ ବିଧାୟକ ଜୟ ନାରାୟଣ ମିଶ୍ର ଉକ୍ତ ସ୍ଥାନକୁ ପହଁଚି ଏହାକୁ ଉଦଘାଟନ କରିଥିଲେ l ଏହି ଅବସର ରେ ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ସେପଟେ ବିଧାୟକ ସୋଲାର ଏନର୍ଜି କୁ ଗୁରୁତ୍ୱ ଦେବା ସହ ସମ୍ବଲପୁର ବାସୀ ସୋଲାର ଏନଜୀ ବ୍ୟବହାର କରିବାକୁ ପରାମଶ ଦେଇଥିଲେ l