ନଭେମ୍ବର ୭ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଉପସ୍ଥିତ ସମସ୍ତ ଜନତା ଓ ବିଜେପି କର୍ମିଗଣ ସାମୁହିକ ଭାବେ ସମ୍ପୂର୍ଣ ବନ୍ଦେମାତରଂ ଗୀତ ଗାନ କରିଥିଲେ,