ନୂଆପଡା: ବିଜେପୁର ଗ୍ରାମରେ କେନାଲ ହୁଡାକୁ ଜବରଦଖଲ ଅଭିଯୋଗ, ବିଭାଗୀୟ ଅଧିକାରୀଙ୍କ ଯୁଗ୍ମ ତଦନ୍ତ ଓ ଜଳସେଚନ ବିଭାଗର ଜମି ଚିହ୍ନଟ
Nuapada, Nuapada | Aug 19, 2025
ଖଡିଆଳ ବ୍ଲକ୍ ବିଜେପୁର ଗ୍ରାମର କେନାଲ ହୁଡାକୁ ଏକ ବ୍ୟକ୍ତି ଜବରଦଖଲ କରି ହୁଡାକୁ ଅବରୋଧ କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣଙ୍କ ଏହି ଜମି...