ଚାନ୍ଦବାଲି ବ୍ଲକ ଆରଡ଼ି ପଂଚାୟତରେ ବିଜେପି କାର୍ଯ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆରଡ଼ି ପୀଠରେ ଯାତ୍ରୀଙ୍କୁ ନେଇ ସେବାୟତଙ୍କ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ଧାରଣା କରିବା ସହ ରାଜନୌତିକ ରୂପ ନେଇଛି l ଏହି ଘଟଣାକୁ ନେଇ ବିଜେପି ଦଳକୁ ବଦନାମ କରିବା ସହ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରିବା ପ୍ରତିବାଦରେ ସମ୍ପୃକ୍ତ ସେବାୟତଙ୍କୁ ଗିରଫ ଦାବି କରିଛି ବିଜେପି l