ଧର୍ମଶାଳା: ତେଲଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ବରୀ ନିର୍ବାଚନ ମଣ୍ଡଳୀ ଏରବାଙ୍କଗାଁର ଦୋଳଗୋବିନ୍ଦଙ୍କ ମୃତ୍ୟୁ ହୋଇଛି
ତେଲଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ୪ ଓଡ଼ିଆଙ୍କ ମଧ୍ୟରୁ ଯାଜପୁରର ଯୁବକ ଦୋଳଗୋବିନ୍ଦ ସାହୁଙ୍କ ମୃତ ଶରୀର ଫେରୁଛି ଜନ୍ମମାଟିକୁ।ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଏରବାଙ୍କ ଗାଁର ଶୋକାକୁଳ ପରିବେଶରେ ପରିବାରବର୍ଗ ଓ ଜ୍ଞାତି କୁଟୁମ୍ବ ଅନାଇ ବସିଛନ୍ତି ଦୋଳଗୋବିନ୍ଦଙ୍କୁ। ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ। ଫେରୁଥିବା ମରଶରୀର ଆମ୍ବୁଲାନ୍ସ ଯୋଗେ ରାସ୍ତାରେ ଆସୁଥିବାବେଳେ ରାତି ୧୦ ଟାରେ ପହଞ୍ଚିବା ନେଇ ଅନୁମାନ କରାଯାଉଛି। ଅନ୍ୟପଟେ ବୁଧବାର 3:30ସମୟରେ ଗଣମାଧ୍ୟମ ଆଗରେ ପରିବାର ଓ ଗ୍ରାମବାସୀ କ