Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ବାଲେଶ୍ବର ମ୍ୟୁନିସିପାଲଟି: ଦେୱାନି ଅଦାଲତ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

Baleshwar M, Balasore | Dec 20, 2025
ବାଲେଶ୍ଵର ଦେୱାନି ଅଦାଲତ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବହୁ ଆଇନଜୀବୀ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ।ଉକ୍ତ ଶିବିର କୁ ଶନିବାର ଅପରାହ୍ନ ୩ଘଟିକା ରେ ସମାପନ କରାଯାଇଥିଲା।
ବାଲେଶ୍ବର ମ୍ୟୁନିସିପାଲଟି: ଦେୱାନି ଅଦାଲତ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ - Baleshwar M News