ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ପରିସରରେ ଅସୁସ୍ଥ ହେଲେ ତୃତୀୟ ଦିନରେ ଆନ୍ଦୋଳନରତ ସିଆରପି
ଅସୁସ୍ଥହେଲେ ଆନ୍ଦୋଳନରତ CRP l 3ୟ ଦିନରେ CRP, ବ୍ୟାଙ୍କ ମିତ୍ର ମାନଙ୍କରଆନ୍ଦୋଳନ l ଆଜି ମଧ୍ୟାହ୍ନରେ ବୋଲଗଡ ବ୍ଲକ ପରିସରରେ ବସିଥିବା ଆନ୍ଦୋଳନରତ CRP ପିଚୁକୁଳିର ଜ୍ୟୋତିପ୍ରଭା ନାୟକ ହଠାତ ଅସୁସ୍ଥ ହୋଇ ପଡିଥିଲେ l ଅସୁସ୍ଥ ହେବାରୁ ତାଙ୍କୁ ଆନ୍ଦୋଳନକାରୀ ମାନେ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ l ସେଠାରେ ଏବେ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି l ଜ୍ୟୋତିଙ୍କ ଅସୁସ୍ଥତା ଖବର ଶୁଣି ମେଡିକାଲ ଯାଇ ସ୍ଵାସ୍ଥ୍ଯ ଅବସ୍ଥା ବୁଝିଥିଲେ ବୋଲଗଡ ବିଡ଼ିଓ ସୁମନ ସୁଧା କୁଣ୍ଡୁ l