ଆଜି ହୀରାକୁଦ ମେଡିକାଲ ରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ସମୟରେ ହୀରାକୁଦ ମେଡିକାଲ ରେ ରୋଗୀ କଲ୍ୟାଣ ସମିତିର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମହାନଗର ନିଗମ କମିଶନର, ଲାଇନ୍ସ କ୍ଲବ ସଭାପତି କାର୍ତ୍ତିକ କଲେତ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି ଅବସରରେ ହୀରାକୁଦ ରେ ଏକ ଆହାର କେନ୍ଦ୍ର, ମିଶନ ଶକ୍ତି କେଫେ, ମେଡିକାଲ ରେ ଏକ ଏକ୍ସ ରେ ସୁବିଧା, ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ସ୍ପେଶାଲିଷ୍ଟ ଡାକ୍ତର ଓ ଯେଉଁମାନେ ମେଡିକାଲ କେ