ମାଲକାନଗିରି: ତଳସାହି ପ୍ରାଥମିକ ବିଦ୍ୟାଳୟରେ ଅଧାରୁପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟମୁକ୍ତ ବିଦ୍ୟାଳୟରେ ଆଡମିଶନନେଇ ସ୍ୱତନ୍ତ୍ର ଶିବିର, ଯୋଗ ଦେଲେ ଡିଇଓ
ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କର୍ଯ୍ୟାଳୟ ତରଫରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଂଚାୟତ ର ତଳସାହି ପ୍ରାଥମିକ ବିଦ୍ୟାଳୟ ରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ର ଏକ ସ୍ତ୍ୱତନ୍ତ୍ର ଶିବିର ଦିନ ୧୨ଟା ସମୟରେ ଆୟୋଜନ କରାଯାଇଥିଲା । ଏଥିରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ରେ ଆଡମିଶନ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ମାନେ ଯୋଗ ଦେଇଥିଲେ। ଏବଂ ୬୦ ଜଣ ଛାତ୍ର ଛାତ୍ରୀ ଆଡମିଶନ କରିଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜ