ଓବିସି ଙ୍କୁ ସ୍ୱତନ୍ତ୍ର ୨୭% ସଂରକ୍ଷଣ ଦିଆଯାଉ ଓବିସି ମଞ୍ଚ ଓଡିଶା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଧ୍ୟଷ୍ୟରେ ସମ୍ବଲପୁର ଆର ଡି ସି ଙ୍କ ମାଧ୍ୟମରେ ଓବିସି ମଞ୍ଚ ଓଡିଶା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଞ୍ଜିତା ରାଣୀ ପ୍ରଧାନ ଆଜି ସାକ୍ଷାତ କରି ଏକ ଦାବିପତ୍ର ଶହଶହ ଲୋକଙ୍କ ଦସ୍ତଖତ ସହିତ ପ୍ରଦାନ କରିଛନ୍ତି ! ଆର ଡି ସି ଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପାଦକ ଏହା ଗ୍ରହଣ କରିଛନ୍ତି ! ଏହି ଦାବିପତ୍ରରେ ମୁଖ୍ୟତଃ ୩ ଟି ବିଷୟ ବସ୍ତୁ ଉପରେ ଜଣାଇଛନ