ନଭେମ୍ବର ୨୬ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ରାଉରକେଲା ବାର ଆସୋସିଏସନର ଆୟୋଜନରେ ୭୬ତମ ସମ୍ବିଧାନ ଦିବସ /ଜାତୀୟ ଆଇନ ଦିବସ ପାଳନ ହୋଇଯାଇଛି, ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ସଦାନନ୍ଦ ସାହୁଙ୍କ ସଂଯୋଜନାରେ ଭାରତୀୟ ସମ୍ବିଧାନ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଥମ ADJ Sri M. R.Satapaty ମୁଖ୍ୟ ଅତିଥି ଭାବେ ଯୋଗ ଦେଇ B.R. ଆମ୍ବେଦକର ମୂର୍ତ୍ତିକୁ ମାଲ୍ୟାପଣ କରିବା ପରେ ସମ୍ବିଧାନ ସଭାରେ ୨୬ ନଭେମ୍ବର ୧୯୪୯ ମସିହାରେ ଘୋଷଣା ଓ ୨୬ ଜାନୁଆରୀ ୧୯୫୦ ସମ୍ବିଧାନ ପ୍ରଚଳିତ ହୋଇଥିବା ବିଷୟ ଉପରେ ମାନ୍ୟବର ଅତିଥି ଓ ବରିଷ୍ଠ ସଦସ୍ୟମାନେ ଉଦବୋଧନ ଦେଇଥିଲେ,