କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଫ୍ଲାୟଓଭର ରେ ସଡ଼କ ଦୁର୍ଘଟଣା, ଦୁଇ ଆହତ l ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ଯୁବକ ହୀରାକୁଦ କୁ ଫେରୁଥିବା ସମୟରେ ଏକ ବାଇକ ତାଙ୍କ ବାଇକ କୁ ଧକ୍କା ଦେଇଥିଲା l ଯାହାଫଳରେ ଗୋଟିଏ ବାଇକ ରେ ବସିଥିବା ଦୁଇ ଯୁବକ ଆହତ ହୋଇଥିଲେ l ସ୍ଥାନୀୟ ଲୋକେ ଆହତ ଯୁବକ ମାନଙ୍କୁ ଉଦ୍ଧାର କରି ମେଡିକାଲ ରେ ନହର୍ତି କରିଛନ୍ଥି