ଖୋର୍ଦ୍ଧା: ପୁବୁସାହି ବିଦ୍ୟାଳୟରେ ଛାତ୍ରଙ୍କୁ ପ୍ରଧାନଶିକ୍ଷକ ବସଉଠ କରାଉଥିବା ଭିଡ଼ିଓ ହେଲା ଭାଇରଲ : ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦେଶ <nis:link nis:type=tag nis:id=Jansamasya nis:value=Jansamasya nis:enabled=true nis:link/>
ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ପୁବୁସାହି ସରକାରୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମ ଚରଣ ମହାପାତ୍ରଙ୍କ ବିରୋଧରେ ପୁଳା ପୁଳା ଅଭିଯୋଗ lବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ବସଉଠ କରାଉଥିବା ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି lଏ ନେଇ ସ୍ଥାନୀୟ ଅଞ୍ଚଳର ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଏ ନେଇ ବିଦ୍ୟାଳୟ ସଂମ୍ମୁଖରେ ଅଭିଯୋଗ ରଖିଲେ ଅଭିଭାବକ l