ସୁନ୍ଦରଗଡ ସହର: ଗତ କାଲି ବିଳମ୍ବିତ ରାତିରେ ଜଣେ ମୁକ ମହିଳା ଓ ଜଣେ ଶିଶୁ ସଦର ପୋଲିସ ଦ୍ବାରା ସେବତୀ ବାହାଲରୁ ଉଦ୍ଧାର ଆଜି ନିଜ ଘରେ ପହଞ୍ଚିଲେ
Sundargarh Town, Sundargarh | Aug 31, 2025
ଆଜି ଅଗଷ୍ଟ 31 ତାରିଖ ରବିବାର ଜଣେ ମୁକ ମହିଳା ଓ ତାଙ୍କ ଶିଶୁ ପୁତ୍ରକୁ ତାଙ୍କ ଘରେ ପୂର୍ବାହ୍ନ 9:40 ସମୟରେ ପହଞ୍ଚାଇ ସଦର ପୋଲିସ ପୁଣି ଥରେ...