Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଅତାବିରା: ଗୌରଟିକ୍ରା ମାର୍କେଟରେ ବିକ୍ରୀ ପାଇଁ ପଡିରହିଛି ଚାଷୀକଂ ଶତାଧିକ ବସ୍ତା ଧାନ

ଅତାବିରା ବ୍ଲକରେ ମାର୍କେଟ ଖୋଲିବାର ୧୭ ଦିନ ବିଚିଯାଇଥିଲେ ମଧ୍ଧ ମାର୍କେଟ ଗୁଡିକରେ ଠିକ ହିସାବରେ ଧାନ ଉଠୁନାହିଁ |ଅତାବିରା ନିୟନ୍ତିତ ବଜାର କମିଟି ଅଧିନ ଗୌରଟିକ୍ରା ମାର୍କେଟରେ ବିକ୍ରି ପାଇଁ ଚାଷୀକଂ ଶତୀଧିକ ବସ୍ତା ଧାନ ପଡିରହିଥିବା ଆଜି ସୋମବାର ମଧ୍ଧାହ୍ନ ୧୨ଟାରେ ଦେଖିବାକୁ ମିଳିଛି |

MORE NEWS

ଅତାବିରା: ଗୌରଟିକ୍ରା ମାର୍କେଟରେ ବିକ୍ରୀ ପାଇଁ ପଡିରହିଛି ଚାଷୀକଂ ଶତାଧିକ ବସ୍ତା ଧାନ - Attabira News