ବିରିଡି: ବିଜୁବାବୁଙ୍କୁ ଭରତ ରତ୍ନ ପାଇଁ ସୋମବାର ୧୧ଟାରେ ଅଲାଣ୍ଡୋ ପୋଷ୍ଟ ବାକ୍ସରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପୋଷ୍ଟାକାର୍ଡ ପ୍ରେରଣ କଲା ଏକ ସଂଗଠନ
ସୋମବାର ୧୧ଟାରେ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ପାଇଁ ଦାବିକରି ବିରିଡି ବ୍ଲକର ଏକ ସଂଗଠନ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ଥାନୀୟ ଅଲାଣ୍ଡୋ ପୋଷ୍ଟ ଅଫିସ କୁ ଯାଇ ପୋଷ୍ଟ ବାକ୍ସରେ ପୋଷ୍ଟ କାର୍ଡ ସବୁ ପ୍ରେରଣ କରିଥିଲେ l