ବହୁ ପ୍ରତିକ୍ଷିତ କେନ୍ଦୁଝର ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରଥମ ଗ୍ରାମସଭା ସଫଳ ହୋଇଛି। ପାଟଣା ବ୍ଲକ ଚେମଣା ପଞ୍ଚାୟତ ଭୃଙ୍ଗରାଜପଶିରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ସକାଳ ୧୦ଟା ୩୦ମିନିଟ୍ ସମୟରେ ଅନୁଷ୍ଠିତ ହୋଇଛି ପ୍ରଥମ ଗ୍ରାମସଭା । ଗାଁର ୨୯ ଏକର ୬୧୦ ଡ଼େସିମିଲ୍ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭାରେ ଲୋକଙ୍କଠାରୁ ମତାମତ ଗ୍ରହଣ କରାଯାଇଛି । ଦିନ ୧୨.୩୦ରେ ପ୍ରତକ୍ରିୟା ରଖିଛନ୍ତି ଏଡ଼ିଏମ୍ l