ଅନୁଗୋଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମରେ ସାନ ଭାଇ ଆକ୍ରମଣରେ ବଡ ଭାଇ, ଭାଉଜ ପୁତୁରା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଗୁରୁତର ମାନେ ହେଲେ ବେନ୍ତପୁର ଗ୍ରାମର କାନ୍ତାରୁ ନାଏକ ଙ୍କ ପୁଅ ବିଭୂତି ନାଏକ (୪୦), ବିଭୂତି ଙ୍କ ସ୍ତ୍ରୀ ମାମି ନାଏକ (୩୫), ବିଭୂତି ଙ୍କ ପୁଅ ଆଦିତ୍ୟ ନାୟକ (୧୫)। ସୂଚନା ଯେ, ଆଜି ଅପରାହ୍ନ ୫ ଘଟିକା ବେଳେ ବିଭୂତି ଙ୍କ ସହ ସାନ ଭାଇ ମାନସ ନାଏକ କୌଣସି କାରଣ କୁ ନେଇ ଝଗଡ଼ା ହୋଇଥିଲା। ମାନସ ଉତକ୍ଷୀପ୍ତ ହୋଇ ଏକ ଖଣ୍ଡ ରେ ବଡ ଭାଇ ବିଭୂତି, ଭାଉଜ ମାମି ଏବଂ ପୁତୁରା ଆଦିତ୍ୟ କୁ ଆକ୍ରମଣ କରିଥିଲା। ଯାହା ଫଳରେ ତିନ