ବିଜେପୁର: ରାଇସଲପଦର ଠାରେ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଂସ ଭୂମିକା ଅଭିନୟ ରେ ଭୁବନେଶ୍ବର ପଧାନ ଙ୍କୁ ବରଣ
ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଂସ ଦରବାର ନିମନ୍ତେ କଂସ ବରଣ ।ବରଗଡ଼ ଜିଲ୍ଳା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଠାରେ ଆସନ୍ତା ମାର୍ଚ୍ଚ ୩ ତାରିଖ ହେବାକୁ ଥିବା ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି କଂସ ଭୂମିକା ପାଇଁ ଭୁବନେଶ୍ବର ପଧାନ ଙ୍କୁ ଗ୍ରାମବାସୀ ପକ୍ଷାରୁ ବରଣ କରାଯାଇଛି । ଆସନ୍ତା ମାର୍ଚ୍ଚ ୩ ତାରିଖ ରୁ ସାତ ଦୀନ ଧରି ମହା ଆଡ଼ମ୍ବରେ ପାଳନ ହେବ ମନ୍ଦିର ପ୍ରତିଷ୍ଠା କ