ପୁରୀ ମ୍ୟୁନିସିପାଲଟି: ପୁରୀ ରେ ହବିଷ୍ୟାଳି ଯୋଜନା ନେଇ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମିଳନୀ ରେ ଜିଲ୍ଲାପାଳ ଙ୍କ ସୂଚନା l
Puri M, Puri | Sep 16, 2025 ସେପ୍ଟେମ୍ବର 19 ତାରିଖ ଦିନ 10 ରୁ ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ l 25 ସହ ହବିଷ୍ୟାଳି ରହିବା ଲାଗି ବ୍ୟବସ୍ଥା ହେବ l ବିଧବା ମହିଳା ଙ୍କୁ ପ୍ରାଧାନ୍ୟ ଦିଆଯିବ l 4 ଟି ସ୍ଥାନ ରେ ହବିଷ୍ୟାଳି କେନ୍ଦ୍ର ହେବ l ପ୍ରଥମ କରି ଆବେଦନ କରିଥିବା ମା ମାନଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ l ମା ମାନଙ୍କ ଶ୍ରୀ ମନ୍ଦିର ରେ ଦର୍ଶନ, ରହଣି, ମହାପ୍ରସାଦ ସେବନ ଲାଗି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା l ହବିଷ୍ୟାଳି ଯୋଜନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍କିଟ ହାଉସ ଠାରେ ସାମ୍ବାଦିକ ସମିଳନୀ ରେ ଜିଲ୍ଲାପାଳ ଙ୍କ ସୂଚନା l