ମୋହନା: ଚନ୍ଦ୍ରଗିରି ଏକଲବ୍ୟ ମୋଡେଲ ବିଦ୍ୟାଳୟ ନିକଟରେ କାର କୁ ଧକ୍କା ଦେଲା ଅଠର ଚକିଆ ପାଇପ ବୋଝେଇ ଟ୍ରକ,ଅଳ୍ପକେ ବର୍ତିଲେ କାର ଡ୍ରାଇଭର ଓ ଯାତ୍ରୀ
କାର କୁ ଧକ୍କା ଦେଲା ଅଠର ଚକିଆ ପାଇପ ବୋଝେଇ ଟ୍ରକ, ଅଳ୍ପକେ ବର୍ତିଲେ କାର ଡ୍ରାଇଭର ଓ ଯାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଯୁବଗାଁ ନିକଟରେ। ଆଜି ଅପରାହ୍ନ ପାଞ୍ଚଟା ସମୟରେ ଟ୍ରକ ଟି ବ୍ରହ୍ମପୁର ରୁ ଆର ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ଛେଳିଗଡ଼ ରୁ ବ୍ରହ୍ମପୁର ଯାଉଥିବା ବେଳେ କାର କୁ ଧକ୍କା ଦେଇଥିଲା। ଯାହା ଫଳରେ ଟ୍ରକ ଟି କାର କୁ ଧକ୍କା ଦେଇଥିଲା କାର ଟି ଏକ କଲଭେଟ କୁ ଧକ୍କା ଦେଇ ଅଟକି ଯାଇଥିଲା।ଚନ୍ଦ୍ରଗିରି