ନବରଙ୍ଗପୁର ପୋଲିସ ଷ୍ଟେସନ: ଗାନ୍ଧିନଗର ସ୍ଥିତ ଶ୍ରୀ ନିଗମାନନ୍ଦ ଙ୍କ ଆଶ୍ରମରେ ଠାକୁରଙ୍କର ଜନ୍ମ ଜୟନ୍ତୀ ପାଳିତ
ଯୋଗଦେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି
ଗାନ୍ଧିନଗର ସ୍ଥିତ ଶ୍ରୀ ନିଗମାନନ୍ଦ ଙ୍କ ଆଶ୍ରମରେ ଠାକୁରଙ୍କର ଜନ୍ମ ଜୟନ୍ତୀ ପାଳିତ ଯୋଗଦେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପରମହଂସ ଶ୍ରୀମତ୍ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବଙ୍କ ପଟ୍ଟଶିଷ୍ୟ ତଥା ନୀଳାଚଳ ସାରସ୍ବତ ସଂଘର ନିତ୍ୟ ପରିଚାଳକ ସନ୍ଥ ଶ୍ରୀ ଦୁର୍ଗାଚରଣ ଙ୍କ ୧୧୪ ତମ ଜନ୍ମଜୟନ୍ତୀ ନବରଙ୍ଗପୁର , ଗାନ୍ଧୀ ନଗର ସ୍ଥିତ ଶ୍ରୀ ନିଗମାନନ୍ଦ ଆଶ୍ରମରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି । ପ୍ରତ୍ୟୁଷରୁ ଜାଗରଣ , ପ୍ରତୀକ୍ଷା , ପ୍ରାତଃ ଆରତୀ, ଗୁରୁ ପ୍ରଣାମ ,ଗୁର୍ବଷ୍ଟକମ୍ , ଶାନ୍ତି ପାଠ ବୈଦିକ ପ୍ରାର୍ଥନା କରାଯାଇଥିଲା