ନୂଆପଡା: କୋମନା ବ୍ଲକ ଢୋର୍ଲାମୁଣ୍ଡା ଗ୍ରାମର ଜଣେ ମହିଳା ଭାଲୁ କାମୁଡ଼ା ରେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଧୋର୍ଲାମୁଣ୍ଡା ଗ୍ରାମର ଘରମନି ରାଉତ ଛେଳି ଚାରାଇବାକୁ ଯାଇଥିଲା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା ଓ ସେ ଗୁରୁତର ଆହତ ହୋଇଥିଲେ।ପ୍ରଥମେ ତାଙ୍କୁ ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।