Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ସମ୍ବଲପୁର ମ୍ୟୁନିସିପାଲଟି: ଦୁର୍ଗାପାଲି ସ୍ଥିତ ଲେଫରି ପଡାର ଅନ୍ତେବାସୀ କଲେ ଦୀପାବଳୀ ଉତ୍ସବ ପାଳିନ

Sambalpur M, Sambalpur | Oct 21, 2025
ଚଳିତ ବର୍ଷ ସମ୍ବଲପୁର ଦୁର୍ଗାପାଲି ସ୍ଥିତ ଲେଫରି ପଡା ରେ ରହୁଥିବା କିଛି ଅନ୍ତେବାସୀଙ୍କ ଗହଣରେ କିଛି ଯୁବକ ପାଳନ କରିଛନ୍ତି ଦୀପାବଳୀ ଉତ୍ସବ l ସେମାନଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଛନ୍ତି ଯୁବକ ମାନେ। ପ୍ରଥମେ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ପିଲାମାନଙ୍କୁ ସାମଗ୍ରୀ ବିତରଣ କରିବା ସହିତ ପାଠ୍ୟ ପୁସ୍ତକ, ଖାତା, କଲମ ଆଦି ସହିତ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

MORE NEWS