ହିର୍ଲି ଡ଼ଙ୍ଗର ର ପୁନରଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବି ପତ୍ର ପ୍ରଦାନ କଲେ ସହରର ଏକ ଯୁବଗୋଷ୍ଠୀ ନବରଙ୍ଗପୁର ସହର ରେ ଥିବା ଏକମାତ୍ର ପର୍ଯ୍ୟଟନ ସ୍ଥଳୀ ହିର୍ଲି ଡଙ୍ଗର ପାହାଡ଼। ଗତକିଛି ବର୍ଷ ତଳେ ଏହାର ସୁନ୍ଦରତା ବଢ଼ାଇବା ପାଇଁ ସରକାର ଙ୍କ ଦ୍ଵାରା ଆଲୋକିକରଣ, ବୃକ୍ଷ ରୋପଣ, ଓପନ୍ ଜିମ୍, କରାଯାଇଥିଲା, ସଠିକ୍ ରକ୍ଷଣାବେକ୍ଷଣ ଅଭାବରୁ ଏହା ବର୍ତମାନ ଅସାମାଜିକ ଯୁବକ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି