Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଜୟପୁର: ରଘୁନାଥ ମନ୍ଦିର ସମ୍ମୁଖରେ ରଥଯାତ୍ରା ନେଇ ରଥ ନିର୍ମାଣ ପାଇଁ ରଥ କାଠ ଅନୁକୂଳ କଲେ ବିଧାୟକ ତାରା ପ୍ରସାଦ ବାହିନୀପତି

Jeypore, Koraput | Apr 20, 2026

MORE NEWS

ଜୟପୁର:ସିପିଆଇ କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ସୋମବାର ପୂର୍ବାହ୍ନରେ ଜୟପୁର ମହିଳା ମହାବିଦ୍ୟାଳୟ ନିକଟ ଏନଏଚ-୨୬ ପାର୍ଶ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦିଲ୍ଲୀର ଯନ୍ତର ମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ସ୍ୱାଗତ କରିବା ସହ ଓଡ଼ିଶାର ପାଠ୍ୟପୁସ୍ତକ ବିଭ୍ରାଟ ପ୍ରସଙ୍ଗରେ ସରକାରଙ୍କୁ ଦାୟୀ କରି ସିପିଆଇ ପକ୍ଷରୁ ପ୍ରତିବାଦ କରାଯାଇଥିଲା।

Jeypore, Koraput | Jul 29, 2026

କୋରାପୁଟ ଜିଲ୍ଲା ଜୟପୁର ସହରର ପ୍ରସାଦପେଟା ଅଞ୍ଚଳରେ ଥିବା ଗଣେଶ ମଣ୍ଡପରେ ଆମିଷ ବ୍ୟବସାୟ ଚାଲୁଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ମଣ୍ଡପକୁ ସିଲ କରାଯାଇଛି।

କୋରାପୁଟ ଜିଲ୍ଲା ଜୟପୁର ସହରର ପ୍ରସାଦପେଟା ଅଞ୍ଚଳରେ ଥିବା ଗଣେଶ ମଣ୍ଡପରେ ଆମିଷ ବ୍ୟବସାୟ ଚାଲୁଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ମଣ୍ଡପକୁ ସିଲ କରାଯାଇଛି।

Jeypore, Koraput | Jul 29, 2026

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଓ ଚିନ୍ତାଜନକ ଚିତ୍ର। 
ଏଠାରେ ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ଲୋକମାନେ ଚାଷ ଜମି ଓ କାଦୁଅ ଭିତରେ ପଶି ଶବ ବୋହି ନେବାକୁ ବାଧ୍ୟ ହେଉଛନ୍ତି।ବର୍ଷା ଦିନରେ ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ୁଛି। ଶେଷ ଯାତ୍ରା ପାଇଁ ମଧ୍ୟ ସାଧାରଣ ରାସ୍ତାର ସୁବିଧା ନଥିବା ଘଟଣା ସ୍ଥାନୀୟ ଅଞ୍ଚଳର ବିକାଶ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଓ ଚିନ୍ତାଜନକ ଚିତ୍ର। ଏଠାରେ ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ଲୋକମାନେ ଚାଷ ଜମି ଓ କାଦୁଅ ଭିତରେ ପଶି ଶବ ବୋହି ନେବାକୁ ବାଧ୍ୟ ହେଉଛନ୍ତି।ବର୍ଷା ଦିନରେ ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ୁଛି। ଶେଷ ଯାତ୍ରା ପାଇଁ ମଧ୍ୟ ସାଧାରଣ ରାସ୍ତାର ସୁବିଧା ନଥିବା ଘଟଣା ସ୍ଥାନୀୟ ଅଞ୍ଚଳର ବିକାଶ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Jeypore, Koraput | Jul 29, 2026