ଭଟଲି: ଭଟଲି ର ପ୍ରସିଦ୍ଧ ଦଧିବାମନ ମନ୍ଦିର ରେ ଆଜି ପ୍ରଥମାଷ୍ଟମୀ ରେ ସନ୍ଧ୍ୟା ଆଳତି ରେ ଭକ୍ତ ଙ୍କ ପ୍ରବକ ଭିଡ଼
ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭଟଲି ର ପ୍ରସିଦ୍ଧ ପ୍ରଭୁ ଦଧିବାମନ ମନ୍ଦିରରେ ଆଜି ମାର୍ଗଶିର ମାସ ପ୍ରଥମାଷ୍ଟମୀ ରେ 7 PM ରେ ସନ୍ଧ୍ୟା ଆଳତି ମହାସମାରୋହ ରେ ଅନୁଷ୍ଠିତ, ଯୋଗ ଦେଲେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ