ବାଲେଶ୍ବର ସଦର: ଔପଦା କଲେଜରେ ଖାଲିଥିବା ଅଧ୍ୟାପକ ପଦବୀ ଶୀଘ୍ର ପୂରଣ ହେବ: ବିଧାନସଭାରେ ପ୍ରତିଶ୍ରୁତି
ଔପଦା କଲେଜରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ନେଇ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ମନ୍ତ୍ରୀ ଖୁବ୍ ଶୀଘ୍ର ଏହି ପଦବୀଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।