ସେମିଳିଗୁଡ଼ା ବ୍ଲକ ଜାନିଗୁଡ଼ା ଦିଲ୍ଲୀ ପବ୍ଲିକ ସେକେଣ୍ଡାରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୨ଟା ସମୟରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଯୋଗଦେଇଥିଲେ। ଏହି ଉତ୍ସବର ଆୟୋଜନ ପାଇଁ ସ୍କୁଲ କର୍ତ୍ତୁପକ୍ଷଙ୍କ ପରିଚାଳନା ଅତ୍ୟନ୍ତ ପ୍ରଂଶସନୀୟ। ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ସହ କଂଗ୍ରେସ ନେତ