ଦେବଗଡ: ଲଘୁଚାପ ପ୍ରଭାବରେ ଜିଲ୍ଲାରେ ଲାଗି ରହିଛି ବର୍ଷା, ବଜ୍ରପାତ ଏବଂ ଝଡବର୍ଷା ପାଇଁ ଆସନ୍ତା ୫ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ
Debagarh, Debagarh (Deogarh) | Aug 31, 2025
ଲଘୁଚାପ ପ୍ରଭାବରେ ଦେବଗଡ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ଆଜି ବର୍ଷା ଲାଗି ରହିଛି । ଏଥିସହ ଆଜି ଠାରୁ ଆସନ୍ତା ୫ ତାରିଖ...