Public App Logo
Jansamasya
National
���ीएसटी
Happydiwali
Cybersecurityawareness
Nextgengst
Diwali2025
Pmmsy
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଢେଙ୍କାନାଳ ସଦର: କପିଳାସରୁ ଫେରୁଥିବା ବେଳେ ବଣିଆ ଜଙ୍ଗଲ ନିକଟରେ କାର ଦୁର୍ଘଟଣାରେ ୨ବାଇକ ଆରୋହୀ ଗୁରୁତର

ଢେଙ୍କାନାଳ ଗଁଦିଆ ଥାନା ବଣିଆ ଜଙ୍ଗଲ ନିକଟରେ ବୁଧବାର ଅପରାହ୍ନରେ ଏକ କାର ଦୁର୍ଘଟଣାରେ ବାଇକରେ ଥିବା ୨ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟାରେ ଭର୍ତ୍ତି ହୋଇ ଚିକତ୍ସିତ ହେଉଥିବାର ଏହି ଦୃଶ୍ୟ | ସୂଚନା ମୁତାବକ ଚଟିଘର ଗ୍ରାମର ୨ଯୁବକ ସୁନାରାମ ପୁର୍ତ୍ତି,ଗୋପାଳ ଲାଗୁରି ଆଜି ବାବା ଚନ୍ଦ୍ର ଶେଖର କପିଳାସ ଆସି ଦର୍ଶନ କରି ଘରକୁ ଫେରୁଥିବା ବେଳେ ଏକ କାର ସହିତ ବାଇକ ମୁହାଁମୁହିଁ ଦୁର୍ଘଟଣା ଘଟିବାରୁ ୨ ଯୁବକ ଗୁରୁତର ହୋଇଥିଲେ।

MORE NEWS