ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ରେ ଆଜି ଅପରାହ୍ନ ସମୟରେ ଜଣେ ଯୁବକ ନୁଆହତା ରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ କୁ ଗାଳି ଗୁଲଜ ସହ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,ବଅଁରପାଳ ଥାନା ଅନ୍ତର୍ଗତ ନୁଆହତା ସନ୍ତ୍ରୀ ରୋଡ ରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ ଅପରାହ୍ନ ପ୍ରାୟ ୩.୪୦ ସମୟରେ ଜଣେ ଯୁବକ ମଦ ଦୋକାନକୁ ଯାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ।କାଉଣ୍ଟର ମ୍ୟାନେଜର ରଞ୍ଜନ କୁମାର ଗାଳି ନ କରିବାକୁ ଅନୁରୋଧ କରିଥିଲେ।ସେଠାରୁ ଯୁବକ ଜଣକ ଫେରିଯାଇ ପୁଣି କାଉଣ୍ଟର କୁ ଆସି ଏକ ବନ୍ଧୁକ ରେ ଗ