Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଭଟଲି ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷା କେନ୍ଦ୍ର ରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉଦଯାପିତ

ଭଟଲିଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷାକେନ୍ଦ୍ରରେ ବ୍ଲକସ୍ତରୀୟଆନ୍ତର୍ଜାତିକ ଭିନ୍ନକ୍ଷମଦିବସ ଉଦଯାପିତ,ଭଟଲି ଗୋଷ୍ଠୀଅନ୍ତର୍ନିବେଶୀ ଶିକ୍ଷାକେନ୍ଦ୍ର ରେ ଆଜି ଅପରାହ୍ନ ୩ଟାରେ ଭଟଲିବ୍ଳକ ସ୍ତରୀୟ ଆନ୍ତର୍ଜାତିକ ଭିନ୍ନ କ୍ଷମଦିବସ ଉଦଯାପିତ ହୋଇଯାଇଛି।ଭଟଲି ଏବିଇଓ ରିତାରଣୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକସଭା ଅନୁଷ୍ଠିତ ହୋଇଥିବାବେଳେ ସଭା କୁ ବିଆରଟି ହରିବନ୍ଧୁ ଭୋଇ ସଂଯୋଜନାକରିଥିଲେ।ଏଥିରେ ମୁଖ୍ୟ ଅତିଥିଭାବେ ଏବିଡ଼ିଓ ଜ୍ୟୋସ୍ନାରାଣୀ ଗଡ଼ତିଆ ଯୋଗଦାନକରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଭଟଲି ସତିହାରୀ ବାଳିକା ହାଇସ୍କୁଲ ରପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନା ଯୋଗଦେଇଥିଲେ।

MORE NEWS

ଭଟଲି: ଭଟଲି ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷା କେନ୍ଦ୍ର ରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉଦଯାପିତ - Bhatli News